ମହାତ୍ମା ଗାନ୍ଧୀଙ୍କ କୁଷ୍ଠାଶ୍ରମ ଆଗମନର ଶତବାର୍ଷିକ ସମାରୋହ-୨୦୨୫ ରେ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କୁମ୍ଭମ୍ ପତି ଓ ଅନ୍ୟାନ୍ୟ ଅତିଥିମାନେ ଯୋଗ ଦେଇଥିଲେ ।

ମହାତ୍ମା ଗାନ୍ଧୀଙ୍କ କୁଷ୍ଠାଶ୍ରମ ଆଗମନର ଶତବାର୍ଷିକ ସମାରୋହ-୨୦୨୫ ରେ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କୁମ୍ଭମ୍ ପତି, ମାନ୍ୟବର ଲୋକସଭା ସାଂସଦ କଟକ ଶ୍ରୀ ଭତୃହରି ମହତାବ, ମାନ୍ୟବର ମନ୍ତ୍ରୀ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ଡ଼ ମୁକେଶ ମହାଲିଙ୍ଗ, ମାନ୍ୟବର ବିଧାୟକ ଚୌଦ୍ବାର-କଟକ ଶ୍ରୀ ସୌଭିକ ବିଶ୍ବାଳ,ମାନ୍ୟବର ବିଧାୟକ ସଦର-କଟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ,ମାନ୍ୟବର ମେୟର ଶ୍ରୀ ସୁଭାଷ ଚନ୍ଦ୍ର ସିଂ, ଡେପୁଟି ମେୟର ମିସ ଦମୟନ୍ତୀ ମାଝି, ଜିଲ୍ଲାପାଳ ଶ୍ରୀ ଦତ୍ତ।ତ୍ରୟ ଭ।ଉସାହେବ ସିନ୍ଧେ, କମିଶନର କଟକ ମହାନଗର ନିଗମ ମିସ କିରଣ ଦୀପ କୌର ସହୋତ। ଓ ଅନ୍ୟାନ୍ୟ ଅତିଥିମାନେ ଯୋଗ ଦେଇଥିଲେ ।